Hrudayara Ei Sunyataku Lyrics In English
(Hrudayara Ei Sunyataku,
Aaji Pachaari Mun Jebe Sune
Prataarana Kiye Kahaku Deichhi,
Pratidhwani Kahe Tume, Tume, Tume) – 2
(Tume Mo Manara Siimarekhaa Dein,
Sahaje Paaichha Jaai) – 2
(Hele Mo Paadatti Tuma Smrutirekhaa,
Ttapi Jaaipaari Nahin) – 2
Jaanena Kahinki Mo Niirabataaku,
Biraha Tumari Niiti Chume
Prataarana Kiye Kahaku Deichhi,
Pratidhwani Kahe Tume, Tume, Tume
(Thila Se Kipari Bhaaba-prabanataa,
Hasuchhi Mun Mane Mane) – 2
(Tolibaaku Eka Kuhudira Ghara,
Baahaarithili Mun Dine) – 2
Se Kuhudi Ghara Galaa Bhangi Jaana,
Priitira Praachiira Thila Tume
Prataarana Kiye Kahaku Deichhi,
Pratidhwani Kahe Tume, Tume, Tume
Hrudayara Ei Sunyataku Lyrics In Odia
(ହୃଦୟର ଏଇ ଶୂନ୍ୟତାକୁ,
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି,
ପ୍ରତିଧ୍ବନି କହେ ତୁମେ, ତୁମେ, ତୁମେ) – 2
(ତୁମେ ମୋ ମନର ସୀମାରେଖା ଡେଇଁ,
ସହଜେ ପାରିଛ ଯାଇ) – 2
(ହେଲେ ମୋ ପାଦଟି ତୁମ ସ୍ମୃତିରେଖା,
ଟପି ଯାଇପାରି ନାହିଁ) – 2
ଜାଣେନା କାହିଁକି ମୋ ନୀରବତାକୁ,
ବିରହ ତୁମରି ନୀତି ଚୂମେ
ପ୍ରତାରଣା କିଏ କାହାକୁ ଦେଇଛି,
ପ୍ରତିଧ୍ବନି କହେ ତୁମେ, ତୁମେ, ତୁମେ
(ଥିଲା ସେ କିପରି ଭାବପ୍ରବଣତା,
ହସୁଛି ମୁଁ ମନେ ମନେ) – 2
(ତୋଳିବାକୁ ଏକ କୁହୁଡ଼ିର ଘର,
ବାହାରିଥିଲି ମୁଁ ଦିନେ) – 2
ସେ କୁହୁଡ଼ି ଘର ଗଲା ଭାଙ୍ଗି ଜାଣ,
ପ୍ରୀତିର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି,
ପ୍ରତିଧ୍ବନି କହେ ତୁମେ, ତୁମେ, ତୁମେ