Mate Milanta Ki Eka Udanta Thalia Lyrics In English
Mate Milantaa Ki Eka Udantaa Thaaliaa
Udi Jaanti Chandraku Pabana Bhaliaa
Mate Milantaa Ki Eka Udantaa Thaaliaa
Ghiri Ghiri… – 8
Udi Udi Mun Tah Jaanti Udi
Are Udi Udi Mun Tah Jaanti Udi
Mate Milantaa Ki Eka Udantaa Thaaliaa
Mun Chandra Re Huanti Rajaa
Mate Karante Sarbe Pujaa
Hebaa Pai Mora Paattaraani
Taaraa Maane Huante Tanaa-tani
Mun Tah Karanti Naahin Naahin
Tale Achhi Mate Jane Chaahin
Tume Acha Hai Jete Parii
Sabu Heba Taara Sahachari
Taa’ Taa’ Tak… (Ghiri Ghiri) – 8
Udi Udi Mun Ta Jaanti Udi
Are Udi Udi Mun Tah Jaanti Udi
Mate Milantaa Ki Eka Udantaa Thaaliaa
Dine Andhaare Aasanti Udi
Tuma Chhatare Jaanti Padi
Tume Rangina Sapana Bhole
Soi Thaanta Maa-ra Kole
Tuma Dwara Dhire Melaai
Neijaanti Haate Utthaai
Padijaanta Sakaale Huri
Kiye Kalaare Kaniya Chori
Taa’ Taa’ Tak… (Ghiri Ghiri) – 8
Udi Udi Mun Tah Jaanti Udi
Are Udi Udi Mun Tah Jaanti Udi
Mate Milantaa Ki Eka Udantaa Thaaliaa
Ha… Udi Jaanti Chandraku Pabana Bhaliaa
Udantaa Thaaliaa… Pabana Bhaliaa… Udantaa Thaaliaa
Mate Milanta Ki Eka Udanta Thalia Lyrics In Odia
ମତେ ମିଳନ୍ତା କି ଏକ ଉଡ଼ନ୍ତା ଥାଳିଆ
ଉଡ଼ି ଯାନ୍ତି ଚନ୍ଦ୍ରକୁ ପବନ ଭଳିଆ
ମତେ ମିଳନ୍ତା କି ଏକ ଉଡ଼ନ୍ତା ଥାଳିଆ
ଘିରି ଘିରି… – 8
ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ଆରେ ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ମତେ ମିଳନ୍ତା କି ଏକ ଉଡ଼ନ୍ତା ଥାଳିଆ
ମୁଁ ଚନ୍ଦ୍ରରେ ହୁଅନ୍ତି ରାଜା
ମତେ କରନ୍ତେ ସର୍ବେ ପୂଜା
ହେବା ପାଇଁ ମୋର ପାଟ୍ଟରାଣୀ
ତାରା ମାନେ ହୁଅନ୍ତେ ଟଣା-ଟଣି
ମୁଁ ତ କରନ୍ତି ନାହିଁ ନାହିଁ
ତଳେ ଅଛି ମତେ ଜଣେ ଚାହିଁ
ତୁମେ ଅଛ ହେ ଯେତେ ପରୀ
ସବୁ ହେବ ତାର ସହଚରୀ
ତା’ ତା’ ତାକ୍… (ଘିରି ଘିରି) – 8
ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ଆରେ ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ମତେ ମିଳନ୍ତା କି ଏକ ଉଡ଼ନ୍ତା ଥାଳିଆ
ଦିନେ ଅନ୍ଧାରେ ଆସନ୍ତି ଉଡ଼ି
ତୁମ ଛାତରେ ଯାନ୍ତି ପଡ଼ି
ତୁମେ ରଙ୍ଗୀନ ସପନ ଭୋଳେ
ସୋଇ ଥାନ୍ତ ମାଆର କୋଳେ
ତୁମ ଦ୍ୱାର ଧୀରେ ମେଲାଇ
ନେଇଯାନ୍ତି ହାତେ ଉଠାଇ
ପଡ଼ିଯାଆନ୍ତା ସକାଳେ ହୁରି
କିଏ କଲାରେ କନିଆଁ ଚୋରି
ତା’ ତା’ ତାକ୍… (ଘିରି ଘିରି) – 8
ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ଆରେ ଉଡ଼ି ଉଡ଼ି ମୁଁ ତ ଯାନ୍ତି ଉଡ଼ି
ମତେ ମିଳନ୍ତା କି ଏକ ଉଡ଼ନ୍ତା ଥାଳିଆ
ହା… ଉଡ଼ି ଯାନ୍ତି ଚନ୍ଦ୍ରକୁ ପବନ ଭଳିଆ
ଉଡ଼ନ୍ତା ଥାଳିଆ … ପବନ ଭଳିଆ… ଉଡ଼ନ୍ତା ଥାଳିଆ